STORYMIRROR

Sameer Kanhar

Drama Horror Children

3  

Sameer Kanhar

Drama Horror Children

ନୂଆବର୍ଷ

ନୂଆବର୍ଷ

1 min
221

ଅତୀତ ଯାଉଛି କାଳର ଗରଭେ ପୁରାତନ ବିଦାୟ ଦେଇ,    

ଆସିଛି ଆଜି ସୁମନେ ସଜାଇ ଶୁଭ ନବବର୍ଷ ଶୁଭଶଙ୍ଖ ବଜାଇ ।

ବାଜିଉଠୁ ଅଛି ଶୁଭ ସହାନାଇ ନବପୂଳକରେ ନୂତନ ହୃଦୟ

ଅତୀତର ପାପ କାଳିମା ଧୋଇଦେଇ

ନୂତନ ସୂର୍ଯ୍ୟ ଉଇଁଛ ଆଜି ନୀଳ ନଭକାଶେ

ମନରେ ଭରିଦେଇଛି ଶାନ୍ତି ପ୍ରେମ ଶ୍ରଦ୍ଧା ସୁବାସ ଅତରେ ଭୂରୁଭୁରୁ ବାସ ।

ନବବର୍ଷର କରିବା ଶପଥ ଗଡିବା ଦେଶ ମାଟିକୁ ନିଃସ୍ବାର୍ଥ ଭାବନା ନେଇ,                                  

ଦୂରେଇ ଦେବା ସମାଜ ଜାତିର କୁସଂସ୍କାର ଭେଦ ଭାବନା ଛାଇ ।

ନବ ବର୍ଷର ହେଉ ସଭିଙ୍କୁ ଜୀବନ ନଭାନୋଷି ଦାତା,        

ପ୍ରତିପ୍ରାଣେ ଭରିଦେଇ ଶୁଭ ନବ ବର୍ଷର ଫୁଲ ଭିଜା ସଂକେତ ।


Rate this content
Log in

Similar oriya poem from Drama