STORYMIRROR

Manas Ranjan Nayak

Inspirational Others

4  

Manas Ranjan Nayak

Inspirational Others

ନୂଆ ସକାଳ

ନୂଆ ସକାଳ

1 min
444

ହ୍ୟଣ୍ଡଓ୍ବାସ୍ ରେ ଆମେ ସଦା ହାତ ଧୋଇବା

କିଛି ଛୁଇଁଲା ପରେ ସାନିଟାଇଜବି କରିବା

ଦରକାରରେ ଥିଲେ ବାହାରକୁ ଗଲେ 

ସୋସିଆଲ ଡିଷ୍ଟାନ୍ସ ଆମେ ରଖିବା

ତେବେଯାଇ ଆମେ କରୋନାରୁ କାବୁ ପାଇବା । (୧) 


ମାସ୍କ କି ଆମେ କେବେ ଭୁଲିବା

କରୋନା ଭୂତାଣୁ ବାହକ ସାଜିବା? 

ଭାକସିନ ଯେବେ ଦେଶକୁ ଆମ ଆସିବ

ତେବେ ଯାଇଁ ଆମେ କରୋନା ମୁକ୍ତ ହୋଇବା। (୨) 


ନୂଆ ସକାଳର ସୁନେଲୀ କିରଣ ଚିକ୍ ଚିକ୍ ହୋଇ ଦିଶିବ

ସଞ୍ଜ ସକାଳ ଜୀବନ ଆମର ପୁଣି ରଙ୍ଗୀନ୍ ହୋଇ ଉଠିବ

ଭୂତାଣୁ କି କେବେ ଆମ ସହ ଯୁଦ୍ଧେ ଜିତିବ

ଶକ୍ତି ସାମର୍ଥ୍ଯ ଦକ୍ଷତା ବଳରେ ମଣିଷ ବିଜୟୀ ହୋଇଵ। (୩)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational