Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

4  

Bijaya Kumar Swain

Inspirational

ନୂଆ ଖାଇ ଆଜି ନୂଆ ଖାଇ

ନୂଆ ଖାଇ ଆଜି ନୂଆ ଖାଇ

1 min
143


ନୂଆ ଖାଇ ଆଜି ନୂଆ ଖାଇ


ନୂଆଖାଇ ଆଜି ନୂଆଖାଇ

ମିଳିମିଶି ଆସ ପାଳିବା ଏ ପର୍ବ

  ଭାଇଚାରା ପର୍ବ ଏହି।

   ନୂଆଖାଇ ଆଜି


ଯେତେ ରାଗ ଋଷା ମାନ ଅଭିମାନ

 ମନ ରୁ ପାଶୋରି ଦେବା

ସେନେହ ଡୋରି ରେ ବାନ୍ଧିବା ସଭିଙ୍କୁ

ହିଂସା ଦ୍ୱେଷ ଭୁଲି ଯିବା

ନୂଆ ମନ ନେଇ

ସଭିଙ୍କୁ କୋଳେଇ

ଅହିଂସା ର ଗୀତ ଗାଇ।

  ଭାଇଚାରା ପର୍ବ


ମାଆ ସମଲେଇ ସହାୟ ହୋଇବେ

ଜଗତ ବାସୀଙ୍କୁ ପରା

ମାଆ ର ଆଶିଷେ ଖୁସି ବରଷି ବ

ହସିବ ଆନନ୍ଦେ ଧରା

କାନ୍ଧ କୁ କାନ୍ଧ ରେ ମିଶାଇ ଚଳିବା

ନୂଆଖାଇ ଧର୍ମ ଏହି ।

 ଭାଇଚାରା ପର୍ବ



Rate this content
Log in

Similar oriya poem from Inspirational