Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Fantasy Inspirational Children

3  

Chittaranjan Nanda

Fantasy Inspirational Children

ନୁଆଖାଇ ପରବେ ଦରକାରୀ କଥା ଶିଖିବା

ନୁଆଖାଇ ପରବେ ଦରକାରୀ କଥା ଶିଖିବା

1 min
196



ନୂଆ ଚେତନା ଓ ନୂଆ ମୂର୍ଚ୍ଛନା 

ମନରେ କୁଆଡୁ ଆସିବ

ଜୀବନର ନାଟକରେ ଯଦି ହସ 

ଖୁସି ଓଠରେ ନଫୁଟିବ |୧|


ସେଥିପାଇଁ ପାଳୁଛେ ଆମେ ସରବେ 

ନୂଆ ପାକଅନ୍ନ ଲାଗି

ଏକତା ମୈତ୍ରୀର ମଧୁ ଭାବନା ନୁଆଖାଇ 

ପରବେ ଉଠେ ଜାଗି |୨|


ଏଇତ ଜୀବନ ଯେଉଁଠି ସ୍ୱପ୍ନ ସବୁ ଆମ 

ମନରେ ମାଡି ଆସେ 

 ଆପଣାର ବୁଦ୍ଧି ବିବେକକୁ ଖଟାଇଲେ 

ବାସ୍ତବରେ ଦିଗ ଦିଶେ |୩|


ଜ୍ଞାନର ପ୍ରଭାବେ ସର୍ବ ଅଜ୍ଞାନତାର ଅନ୍ଧାର 

ହୋଇ ଥାଏ ନାଶ 

ଜ୍ଞାନର ପ୍ରଦୀପ ଜଳିଲେ ମନରୁ ସମସ୍ତ 

ଅନୀତି ଚିନ୍ତା ହୁଏ ଧ୍ୱଂସ |୪|


କାମ କଲେ ସିନା ଭୂଲ୍ ଠିକ୍ ହେବ ନକଲେ

 ସବୁ ସଫା ସୁତୁରା 

ନିଜ ପରିଶ୍ରମେ ଉପାର୍ଜନ ଠାରୁ ଭଲ ଅଛି 

ଆଉ କି ସଂସାର ସାରା |୫|


ଜୀବନ ଭିତରେ ପାଇବା ବହୁ ଅଦରକାରୀ 

ଧ୍ୱନୀର ଯାର ଅନ୍ତ ନାହିଁ 

ନୁଆଖାଇ ପରବେ ଦରକାରୀ କଥା ବାଛିବା 

ହେ ସବୁ ଭଉଣୀ ଭାଇ |୬|

 


Rate this content
Log in

Similar oriya poem from Fantasy