STORYMIRROR

କଳ୍ପନା ରାୟ

Abstract Inspirational Others

3  

କଳ୍ପନା ରାୟ

Abstract Inspirational Others

ନମୋ ଗଜାନନ ବିଘ୍ନରାଜ ତୁମେ

ନମୋ ଗଜାନନ ବିଘ୍ନରାଜ ତୁମେ

1 min
45

ନମୋ ଗଜାନନ ବିଘ୍ନରାଜ ତୁମେ

ବିିିିଘ୍ନହର୍ତ୍ତା ଅଟ ସବୁୁୁୁରି

ଯଜ୍ଞାୟକ ତୁମ୍ଭେ ପ୍ରଥମ ଦେବତା

ସବୁ ଯଜ୍ଞର ଦୂର କର ଅରି 

  ନମୋ ଗଜାନନ ବିିିିିିିିଘ୍ନରାଜ ତୁମେ


ଏକଦନ୍ତ ନାମ ବକ୍ରତୁଣ୍ଡ ପୁଣି

ଭାଲଚନ୍ଦ୍ରଆଉ ଦାମୋଦର

ମଙ୍ଗଳମୂର୍ତ୍ତି ବିନାୟକ ନାମ

ସବୁ କଠିନତା ଦୂୂୂୂୂରକର 

  ନମୋ ଗଜାନନ ବିଘ୍ନରାଜ ତୁମେ


ବିିିିଘ୍ନରାଜେନ୍ଦ୍ର ଅଟ ବିକଟ

ଧୂମ୍ରବର୍ଣ୍ଣ ପୁଣି ଗଜବକ୍ର

 ହାତୀମୁଖ ଧରିତୁମେ ଶିିିିିିବଠାରୁ

ହେଲା ତୁମ ତୁଣ୍ଡ ବକ୍ର

   ନମୋ ଗଜାନନ ବିଘ୍ନରାଜ ତୁମେ


ବକ୍ର ତୁଣ୍ଡ ହୋଇ ବିଘ୍ନ ନାଶକର

ନାମ ଅଟେ ବିଘ୍ନନାଶନ

ଗଣଙ୍କର ପତି ଆହେ ଗଣପତି

ପାପ ସବୁ କର ମୋଚନ

  ନମୋ ଗଜାନନ ବିଘ୍ନରାଜ ତୁମେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Abstract