STORYMIRROR

Gitanjali Pujapanda

Abstract

4  

Gitanjali Pujapanda

Abstract

ଦର୍ପଣ

ଦର୍ପଣ

1 min
239


ନାଆଁ ଟି ତାର ଦର୍ପଣ

                ଦେଖାଏ ସିଏ

ସଭିଙ୍କର

           ପ୍ରତିବିମ୍ବ ମାନ।

ଗୋରୀ ଗୋରା ମୁହଁ

            ଦେଖି ହୁଏ ଫୁଲେଇ,

କାଳି କଳା ମୁହଁ

            ଦେଖି ହୁଏ ସଜେଇ।

ଦର୍ପଣ ପରି ମନ

           ଯେବେ ସଫା ହୁଏ,

ଉଚିତ ମଣିଷ ସିଏ

           ଦୁନିଆଁ ରେ ବୋଲାଏ,

ଦର୍ପଣ ରେ ମୁହଁ ଦେଖି

            ପିଲା ଠାରୁ ବୁଢା ଯାଏ,,

ହୁଅନ୍ତି ସଜ ବାଜ

         କାହାକୁ ଖରାପ କଥା

ନ କହିବା ଏ କଥାଟା,

            ମନ ରେ ହେଜ।

କାଢି ମନ ରୁ

         ରାଗ ,ଅହଂଙ୍କାର ହେ

ମଣିଷ ତୁମେ ସ୍ୱଚ୍ଛ

         ମନ ରେ ସତ ପଥ ରେ,

କରିଯା ଅ କର୍ମ

         ଦର୍ପଣ ପରି କର ନିଜ

ଚରିତ୍ର ଗଠନ

         ଉଚ୍ଚା ହେଉ ତୁମ ପାଇଁ

ରାଜ୍ୟ ଦେଶ ଜାତି ର ଗୌରବମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract