STORYMIRROR

kahnu charan sahu

Abstract

4  

kahnu charan sahu

Abstract

ଅପରାଧ

ଅପରାଧ

1 min
204


ସହିବାର ଖୁସି

ଦୁନିଆର ପ୍ରକୃତ ଖୁସି


ବିକଳାଙ୍ଗ ପାଲଟି ଯାଇଛି

ହୃଦୟ ଏବେ

ନିଜେ ସହିବା ଛଡା

ଆଉ କଣ କରିବ ଯେ?

କାହାକୁ କହିବା ବି ତ ଅପରାଧ

କହିଲେ ବା କିଏ ବୁଝିବି?


ନା ସହି ହୁଏ

ନା କହି କୁହେ କାହାକୁ

ନିଜେ ଜଳିଜଳି ମରିବା ଛଡା

ନିଜେ ଜଳିବା ବି ତ ଗୋଟେ ଖୁସି


ବାସ୍ତବରେ ବୁଝନ୍ତି ଦୁଇ ଆଖି ଓ ଓଠ

ଆଖି ଝରେଇଦିଏ ହୃଦୟର କୋହ

ହୃଦୟକୁ ଟିକେ ଶାନ୍ତ କରିବାକୁ

ଆଉ ଓଠ ପିଇଯାଏ ସେତକ !!


Rate this content
Log in

Similar oriya poem from Abstract