ତୁମ ପରସାଦୁ ସଙ୍କଟ ଯାଉ , ମନ ସଦା ତୁମ ଚରଣେ ଥାଉ ତୁମ ପରସାଦୁ ସଙ୍କଟ ଯାଉ , ମନ ସଦା ତୁମ ଚରଣେ ଥାଉ
ଏକଦନ୍ତ ନାମ ବକ୍ରତୁଣ୍ଡ ପୁଣି ଭାଲଚନ୍ଦ୍ରଆଉ ଦାମୋଦର ମଙ୍ଗଳମୂର୍ତ୍ତି ବିନାୟକ ନାମ ସବୁ କଠିନତା ଦୂୂୂୂୂରକର ... ଏକଦନ୍ତ ନାମ ବକ୍ରତୁଣ୍ଡ ପୁଣି ଭାଲଚନ୍ଦ୍ରଆଉ ଦାମୋଦର ମଙ୍ଗଳମୂର୍ତ୍ତି ବିନାୟକ ନାମ ସ...
ମାତୃ ଆଜ୍ଞା ବିନା ପ୍ରବେଶ ନିଷେଧ.. କହି ପଥ ତାଙ୍କ କଲ ଅବରୋଧ. ମାତୃ ଆଜ୍ଞା ବିନା ପ୍ରବେଶ ନିଷେଧ.. କହି ପଥ ତାଙ୍କ କଲ ଅବରୋଧ.
ପିତା,ମାତା ସାରା ଜଗତଠୁଁ ବଡ଼ ସବୁରି ନମସ୍ୟ ଅତି , ବୁଝେଇଲ ପରା ଜଗତବାସୀଙ୍କୁ... ପିତା,ମାତା ସାରା ଜଗତଠୁଁ ବଡ଼ ସବୁରି ନମସ୍ୟ ଅତି , ବୁଝେଇଲ ପରା ଜଗତବାସୀଙ୍କୁ...