STORYMIRROR

Gitanjali Pujapanda

Abstract

4  

Gitanjali Pujapanda

Abstract

ନାରୀ

ନାରୀ

1 min
237

ନାରୀ ତୁମେ ସର୍ବସାହା

ପୁଣି କେତେବେଳେ ଦୁର୍ଗା 

ଜାୟା ଜନନୀ ଭଗିନୀ ଯୋଗମାୟା

ଶତ୍ରୁ ନାଶ କରି ବନିଯାଅ ଚଣ୍ଡୀ

ପୁଣି କେତେବେଳେ ହୋଇଯାଅ ଉର୍ଦଣ୍ଡି

ଦୁଃଖ କଷ୍ଟ ଯନ୍ତ୍ରଣାକୁ ହସିହସି ସହିଯାଇ

ପୁଣି ଧର୍ଯ୍ୟ, ପ୍ରେମ, ସନ୍ତୋଷର ଉଦାହରଣ

କର ତୁମେ ସୃଷ୍ଟି।

ଅଶେଷ ସେହ୍ନ ଶକତିର ଅଧିକାରିଣୀ ତୁମେ

ଆଖିର ଲୁହ ସବୁ ହସି ହସି ପିଇବି ପାର

ଆଖିରେ ଲୁହର ବନ୍ୟା ବି ଆଣିପାର ତୁମେ।

ନାରୀ ତୁମେ ସର୍ବ ଶକ୍ତି ଧରିଣୀ 

ତୁମେ ହାତରେ ଗଢିଘର ପୁଣି

ଭାଙ୍ଗି ବି ପାର ତାକୁ ତୁମେ ସୃଷ୍ଟିକାରିଣୀ

ତୁମେ ଧ୍ୱଂସ କାରିଣୀ ତୁମେ ଚିରନମଃସ୍ୟା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract