Liza Senapati
Abstract
ଆଲୁଅ ଆଉ ଅନ୍ଧାରର,
ଏଇ ଲଢେ଼ଇରେ,
ପତଙ୍ଗ ହେଇ ଦଉଚି ମୁଁ ଝାସ,
କେବେ ଖୁସି ଖୋଜୁଚି,
କେବେ ନିଜ ଲୁହରେ ଭିଜୁଚି ।
ସପନ ଅଦେଖା ଦରିଆ,
ଇଛା ଅସୁମାରୀ ବାଟ ବଣା,
ଏ ପ୍ରେମର ନିଶାଟା ଭାରି ନିଆରା,
ଜୀବନ ସାରା ନିଶା ଛାଡେନା,
ଯେତେ କାନ୍ଦିଲେବି ଦୁଃଖ ସରେନା ।
କିଛି
ଜୀବନ
ବନ୍ଧନ
ପ୍ରେମ
ଅପରିଚିତ
ଯାଦୁ
ଶୀତ ଋତୁ
ପରିବାର
ହିରୋ
ମୋ ଦେଶ
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
ଅବିସ୍ମରଣୀୟ ' ମୋ ଗାଁ ' ଅବିସ୍ମରଣୀୟ ' ମୋ ଗାଁ '
କାତ୍ୟାୟନୀ କାତ୍ୟାୟନୀ
ସ୍କନ୍ଦମାତା ସ୍କନ୍ଦମାତା
ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ମାଆ ହାତେ ଘାଆ ହେଲା ... ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ...
ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ତନୁ ମନ ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ...
ମା ଗୋ ମା ମା ଗୋ ମା
ବିଜୟା ଦଶମୀ ବିଜୟା ଦଶମୀ
ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ମୋକ୍ଷ ପ୍ରାପ ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ...
ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ମନେ ପଡେ କର୍ମପଥେ ମନେ ପଡେ କର୍ମପଥେ
ପୁତ୍ରର ବିଳାପ ପୁତ୍ରର ବିଳାପ
ଧନ୍ୟ ତୁମେ କବି କଲମ ମୁନରେ ଆଣି ପାର ତୁମେ କ୍ରାନ୍ତି, ପଦରେ ପଦରେ ନିଆସି ମନରେ ଭରି ପାର ପୁଣି ଶାନ ଧନ୍ୟ ତୁମେ କବି କଲମ ମୁନରେ ଆଣି ପାର ତୁମେ କ୍ରାନ୍ତି, ପଦରେ ପଦରେ ନିଆସି ମନରେ ଭରି ପାର ପ...
ହଟିଯାଉ ସବୁ ସଂସାରୁ କଳୁଷ ଅଜ୍ଞାନତା ପାଉ ଲୋପ ।। ହଟିଯାଉ ସବୁ ସଂସାରୁ କଳୁଷ ଅଜ୍ଞାନତା ପାଉ ଲୋପ ।।
ସତ୍ୟ ବଚନ ସତ୍ୟ ବଚନ
କବି କବି
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ