STORYMIRROR

Liza Senapati

Abstract

4  

Liza Senapati

Abstract

ମୁନ୍ଦାଏ ପ୍ରେମ

ମୁନ୍ଦାଏ ପ୍ରେମ

1 min
276

ବିଶାଳ ମରୁଭୂମିରେ ,

ଅନୁସନ୍ଧାନ ଚାଲିଚି,

ମୁନ୍ଦାଏ ଜଳର,

ମରୁଭୂମିରେ ଜଳ,

ଅସମ୍ଭବ ଠିକ୍,

ସ୍ୱାର୍ଥ ତିଆରି ଏ ସମ୍ପର୍କରେ 

ଭଲପାଇବାର ଆଭାସ,

ମରୀଚିକା କିବା ଦେବ ,

ଜଳର ସନ୍ଧାନ,

ଅବା ସ୍ୱାର୍ଥ ତିଆରି ସମ୍ପର୍କ

ଦେବ ସ୍ନେହ ମମତାର ବନ୍ଧନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract