STORYMIRROR

Nirlipta sethi

Abstract

4  

Nirlipta sethi

Abstract

ଫଟୋ

ଫଟୋ

1 min
248

ଏବେ ବି ଝାପସା ଦିଶେ 

ତୋ ମୋ ସଂପର୍କ ଫ୍ରେମର ସେଇ ଅଳନ୍ଦୁ ଫଟୋ,

ଯୋଉଠି ତୁମ ସାର୍ଟର ଚିବୁକରେ 

ଆଜି ବି ସଫା ଦିଶେ ମୋ ନାଲି ଲିପଷ୍ଟିକ୍ ର ଦାଗ !


×××××××


ଏବେ ବି ଝାପସା ଦିଶେ

ମୋତେ ବାହୁରେ ବାନ୍ଧିବାର ସେ କ୍ଷଣର ମିଠା ଚିତ୍ର ,

ଯୋଉଠି ଆମ ଛଳନା ପାଖରେ 

ନିଜକୁ ସମର୍ପଣ କରିଥିଲା ଅଲାଜୁକ ସମୟ ତା ଚରିତ୍ର !



Rate this content
Log in

Similar oriya poem from Abstract