STORYMIRROR

Nirlipta sethi

Others

3  

Nirlipta sethi

Others

ରାତି ୬ଟି ସ୍କେଚ୍

ରାତି ୬ଟି ସ୍କେଚ୍

1 min
183


ରାତି 

ଏକ ପରିଚୟ 

ଅପହଞ୍ଚ ସ୍ବପ୍ନପାଖେ ପହଞ୍ଚିବାର 


ରାତି 

ଏକ ଚେହେରା 

ଚିହ୍ନାଠୁ ବି ନିଜକୁ ଚିହ୍ନିବା ସମୟର 


ରାତି 

ଏକ ସଂପର୍କ 

ପାପ କି ପୂଣ୍ୟ ସବୁ ଆପଣାର 


ରାତି 

ଏକ ଅପ୍ରାପ୍ତି 

ଅୟୂତ ଇଛ୍ଛାମାନଙ୍କ ମୃତ୍ୟୁର


ରାତି 

ଏକ ପ୍ରଶ୍ନବାଚୀ

ଉତ୍ତର ମିଳୁ ନ ମିଳୁ ଖୋଜିବାର 


ରାତି 

ଏକ ଗଜଲ

ବେସୁରା ହେଲେ ବି ଆପଣାର !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍