STORYMIRROR

Nirlipta sethi

Romance Others

3  

Nirlipta sethi

Romance Others

ଶୀତ ତିନୋଟି ସ୍କେଚ୍

ଶୀତ ତିନୋଟି ସ୍କେଚ୍

1 min
251


ଶୀତ;

ଗୋଟେ ଫଟା ଓଠର

ଭେଜାଲ ଦରଜ ।


ଶୀତ;

ହଳେ ଲୋହୁଥିବା ଆଖିର

ଅପଲକ ଚମକ ।


ଶୀତ;

ଏକ କଣ୍ଠରୁଦ୍ଧ ଗଳାର

ବେସୁରା ଗଜଲ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance