STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ନିୟତି

ନିୟତି

1 min
239

ନିଷ୍ଠୁର କାହିଁକି ସାଜିଲ ନିୟତି

ଅନ୍ତହୀନ ରାତି ଶେଷହୀନ ସକାଳ

ମୁଁ ଯଦି ଜଳିଥାନ୍ତି

ଇର୍ଷାର ଅନଳରେ

ତମେ କଣ ଦେଖିପାରନ୍ତ?

ତମେ କଣ ଶୁଣି ପାରନ୍ତ?

ଏ କଳଙ୍କିତ ଚିତ୍ର

ମୁଁ ଜଳିଛି ବୋଲି

ବେଦନା

ଅନ୍ତରଦାହରେ

ଇର୍ଷାର ଅନଳରେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

Similar oriya poem from Inspirational