STORYMIRROR

sonali padhi

Tragedy

2  

sonali padhi

Tragedy

ନିଷ୍ଠୁର ସାଥି

ନିଷ୍ଠୁର ସାଥି

1 min
110

ବ୍ୟସ୍ତତା ବହୁଳ ଜୀବନ ରେ

ମତେ କ'ଣ ଭୁଲି ଗଲ ସାଥି

କାହିଁକି ହେଲ ତୁମେ ଏତେ ନିଷ୍ଠୁର


ମୋ ହୃଦୟର ବାର୍ତ୍ତା କଣ

ପଢ଼ି ନ ପାରିଲ

ଲେଖିଥିଲି ପରା ନିର୍ଭୁଲ କରି

ତଥାପି କଣ ଚିହ୍ନି ନ ପାରିଲ


ମୁଁ କଣ ଗୋଟେ କାଚ ବୋତଳ

ମତେ ଭାଙ୍ଗି କରି ଦେଲ

ଚୁରମାର


ଚାଲୁଥିଲି ଏକା ଏକା ମୁଁ ମୋ ପଥରେ

କଣ୍ଟା ହୋଇ ରହିଗଲ ତୁମେ 

ମୋ ହୃଦୟରେ,

କଣ୍ଟା କୁ କାଢ଼ିଲେ କାଢ଼ି ହେଉନାହିଁ

ଖରୁଛି କେବଳ ରକ୍ତ ର ଧାର


ସତେ, କଣ ଦୁଃଖ ଦେଲି

ମନରେ ତୁମ୍ଭର

ମନ ଖୋଲି କହିଦିଅ

ସାଥି ହେ ମୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy