Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Inspirational Abstract

1  

Ram Prasad Bisoi

Inspirational Abstract

ନିଷ୍ପାପ ଶିଶୁ-କଳି-ଅମୃତ

ନିଷ୍ପାପ ଶିଶୁ-କଳି-ଅମୃତ

1 min
1.4K


ନିଷ୍ପାପ ଅବୋଧ ଶିଶୁ,

କଳି ସ୍ୱର୍ଗର 

ହସ ଘର ଅଗଣାର,

ଭବିଷ୍ୟତ

ତୁମ ଓ ଦେଶର,

ଚରିତ୍ର ମୋର

ଦର୍ପଣ 

ତୁମ 

କୁମ୍ଭାର ଘର କଞ୍ଚା ମାଟି ,

ଜଳିବି

ଗରମ ତୁମ ଘର

ଭାଟ୍ଟିରେ,

ଗଢ଼ାହେଲା 

ପରେ 

ପମ୍ଫା, କି ? ଫଟା,

ଭରା ମଧୁ ପୀୟୂଷର

ପରିଚୟ

ମିଳିବ ମୋର,

ମୁଁ ତୁମ 

ଦାୟିତ୍ୱବୋଧର ପ୍ରତୀକ

ଲକ୍ଷ୍ୟ ମୋର 

ଧରା ପୃଷ୍ଠେ ଅମୃତସନ୍ଧାନ,

ଅବୋଧ ଶିଶୁ ଅବତରିଛି ଅଳକପୁରୀରୁ

ନେଇ ଅନୁମତି ବିଧାତାର

ନିଷ୍ପାପଶିଶୁ-କଳି-ଅମୃତ !

©®କାଶ୍ୟପ,ରାୟଗଡା ।


Rate this content
Log in