Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Action Fantasy Thriller

3  

Mr.GAGAN BIHARI NAYAK

Action Fantasy Thriller

ନିସଙ୍ଗତା

ନିସଙ୍ଗତା

1 min
282


ବିଜନ ଏ ପଥେ

ଚାଲେ ପଥ ପ୍ରାନ୍ତେ ।

ଏକାକୀ ବାଟୋଇ ହୋଇ ।

ଚମକି ପଡେ ମୁଁ 

ନିଜ ଛାଇ ଦେଖି

ନିଃସଙ୍ଗତା ଯାଏ ଛାଇ (0)


ଚାଲି ଚାଲି କେତେ ଥକି ପଡିଛି ମୁଁ ।

ବଳ ମୋର ପାଉ ନାହିଁ। 

କିଏ ତୁମେ କୁହ ଲୁଚି ଦେଖା ଦିଅ ।

ନାଆଁ ତୁମ ଦିଅ କହି।

ନିରବରେ କଟେ ନିସଙ୍ଗ ସମୟ ।

ମାପି କେତେ ଖରା ଛାଇ (୧)


ଅଜଣା ବାଟରେ ପାଦ ମୁଁ ଥାପିଛି।

ଅଶରିରୀ କରି ସାଥୀ ।

ହରାଇଛି ବେଶି ପାଇଛି ଅଳପ ।

ତଥାପି ରହିଛି ଖୁସି ।

ଦିଅନାହିଁ ଆଉ ଜାତନା ଅଧିକ।

ହେ ମୋ ହଜିଲା ସାଥୀ (୨) 



Rate this content
Log in

Similar oriya poem from Action