STORYMIRROR

Gadadhar Sahoo

Abstract

2  

Gadadhar Sahoo

Abstract

ନିର୍ଣ୍ୱୟ

ନିର୍ଣ୍ୱୟ

1 min
170

ଜୀବନରେ

ଅନେକ ଘଟନା ଘଟିଛି

ସବୁ ମନେ ନାହିଁ

ଯାହା ମନେ ଅଛି

କେବଳ ଗୋଟେ ହିଁ ଘଟନା

ଯାହା ଜୀବନର

ମୋଡ ବଦଳାଇ ଦେଇଛି


ମଣିଷ ପରି ମଣିଷ ହେବାର

ମାନ ସମ୍ମାନ ମିଳିଛି

କ୍ରୋଧୀରୁ ଶାନ୍ତ ହେବା ପରେ

ସଭିଙ୍କୁ ଭଲ ପାଇବା

ବିଳାସ ବ୍ୟସନ ଜୀବନ ଛାଡି

ସରଳ ନିରାଡମ୍ବର

ଜୀବନ ଜିଇବା

ଯେତେ ନିଜ ପାଇଁ ନୁହଁ

ସେତେ ସଭିଙ୍କ ପାଇଁ

ଆଦର୍ଶ ଓ ଅନୁସରଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract