STORYMIRROR

Dipti lekha Mishra

Abstract

2  

Dipti lekha Mishra

Abstract

ନିର୍ଭୟା ପୁରାଣ

ନିର୍ଭୟା ପୁରାଣ

1 min
114

ଦୀର୍ଘ ସାତ ବରଷ ତିନି ମାସ ଧରି

ଅପେକ୍ଷା ରେ ଥିଲେ ନିର୍ଭୟା ମାଆ

ମହିଳା ଓକିଲ ଲଢିବେ ବୋଲି

ହୋଇଥିଲେ ନିର୍ଭୟା ମାଆଙ୍କୁ ସାହା


ଏମିତି ବର୍ବର କାଣ୍ତ ରଚିଦେଲେ

ଭାରତ ଇତିହାସ ପୄୄୣୣୣୣଷ୍ଠାରେ

ଚାରିଜଣ ଦୋଷୀ ବଞ୍ଚିଥିଲେ ତନ୍ମଧ୍ୟରୁ

ଜଣେ ମଲା ନିଜ ଇଛାରେ


ତାରିଖ ପରେ ତାରିଖ ଗଡାଇଲେ

ଏ ପି ସିଂ ଓକିଲ ମହାଶୟ

ଜିତିଯିବେ ଭାବି ମନେ ଖୁସି ଥିଲେ

ମିଳିଲାନି ତାଙ୍କୁ ନ୍ୟାୟ


ଗୀତାରେ ଶ୍ରୀକୃୄୄୄୄୄୄଷ୍ଣ କହିଯାଇଛନ୍ତି

କର୍ମ ଅନୁସାରେ ପାଇବ ଫଳ

ମାର୍ଚ୍ଚ କୋଡିଏ କୋଡି ମସିହାରେ

ସତ ହେଲା ନିର୍ଭୟା ମାଆର ବଳ


ଶତ କୋଟି ଧନ୍ୟବାଦ କଳାଠାକୁରଙ୍କୁ

ଦେଲେ ଅଭୟର ବର

ସକାଳ ପାଞ୍ଚ ଘଟିକାରେ ଚାରି ଦୋଷୀଙ୍କୁ

ମିଳିଲା ଯମଙ୍କ ଦ୍ବାର


ଆଖିରେ ନଥିଲା ନିଦ ବାପାମାଆଙ୍କର

ନଥିଲା ଶାନ୍ତି ଓକିଲ ଭଉଣୀର

ଦିନରାତି ଏକ କରିଦେଇଥିଲେ ସର୍ବେ

ଯାଉଥିଲେ ନିତି ନ୍ଯାୟଦ୍ବାର


ସତ୍ କରମର ସତ୍ ଫଳ ସତେ

ମିଳିଲା ଦୁନିଆଙ୍କୁ ଆଜ

ପାଶବିକ କାଣ୍ତ କରିବା ଆଗରୁ

ଶତବାର ହେ ପୁରୁଷ ହେଜ


ପଖାଳ ଦିବସ ଆନନ୍ଦ ଦିବସ

ରହିଗଲା ଆଜି ପଛରେ

ନିର୍ଭୟା ଦିବସେ ହେଉ ନାମିତ

ସମ୍ବିଧାନ ର ନୂଆ ଧାରାରେ


ଶରୀରକୁ ଲୋଭ କରିବା ଆଗରୁ

ସଂଜତ ଶିଖିବେ ପୁରୁଷ

କାହାର ଜୀବନ ସହ ଖେଳିବାକୁ

କରିବେନି ସତସାହାସ


ହୄୄୄୣୣୣୣଦୟ ବିଦାରି କାନ୍ଦିବେନି ନାରୀ

ରାତି ଅଧରେ ଚାଲିବେ ବାଟ

ପୁରୁଷ ନାରୀ ଭିତରେ ସାମଞ୍ଜସ୍ଯ

ନ ପଢିବେ କେହି ଏପରି ଚାଟ


ମାୟା ମୋହରେ ବାନ୍ଧି ହୋଇ

ନ ହୁଅ ଶରୀର ଲୋଭୀ ପୁରୁଷ

ତୁମ ପାଇଁ କିଏ ଜନମ ନେଇଥିବ

ତା ସହ କର ସହବାସ

ସୁନ୍ଦର ପୄୄୄୄୄୄୄୄଥିବୀ ତୁମ ପାଇଁ ଗଢା

ନଷ୍ଟ ନ କର ଅବେଳେ

ନାରୀଙ୍କୁ ସମ୍ମାନ ଦେବା ପାଇଁ

ପଣ କର ସବୁବେଳେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract