STORYMIRROR

Ramakanta Behera

Romance Tragedy Fantasy

3  

Ramakanta Behera

Romance Tragedy Fantasy

ନିରବ ଝଡ

ନିରବ ଝଡ

1 min
160

ଆସିଥିଲ ତୁମେ ଏଇ ମୋ ଜୀବନେ 

ହୋଇ ସଜ ଫୁଟା ଫୁଲ 

ଆକାଶ ଜାଣିଚି ମାଟି ବି ଜାଣିଚି 

କେତେ ପାଉଥିଲି ଭଲ          ।।

 

ପ୍ରେମକୁ ମୋହର ଭାଙ୍ଗିଦେଲ ତୁମେ 

ଆଉ କା ସାଥି ପାଇଲ

ପ୍ରେମର ମିଠା ଠୁ ଖଟା ସ୍ୱାଦଟାକୁ

ବେଶୀ ମୋତେ ଚଖେଇଲ       ।।


ନରମ ନରମ କଥାରେ ତୁମର 

ନରମି ଗଲି ମୁ କେତେ 

ଅଣ୍ଟି ଛୁରୀ ଜାଣି ରଖିଥିଲି ବୋଲି 

ମାରିଦେଲ ତୁମେ ମୋତେ        ।।


ପ୍ରେମର ନଅରେ କାହିଁକି କେଜାଣି 

ବାତ୍ୟା ପବନଟା ବହିଲା 

ଅଦିନିଆ ଝଡ ପରି ସିଏ ତାକୁ

ଚୁରମାର କରିଦେଲା          ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance