Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakanta Behera

Romance Tragedy

4.0  

Ramakanta Behera

Romance Tragedy

କବିତା ପଛର କବିତା

କବିତା ପଛର କବିତା

1 min
266


ତମେ କେମିତି ବୁଝୁନା ମୋ ମନ କଥା 

   ତମେ ତା କବିତା ପଚାର କବିତା 

  ତମ ମୋ ବ୍ୟତୀତ କାହାକୁ ବା ଜଣା

     ଏ କବିତା ପଛର କଥା      ||


   ତମେ ମୋ ମନର ପ୍ରେରଣା 

    ତମେ ମୋ ସ୍ୱପ୍ନର ଝରଣା 

 ତୁମ ପାଇଁ କେତେ କଥା ଭାବି ବସେ 

 ତୁମରି ସ୍ୱପ୍ନରେ ନୀତି ଏଠି ଭାସେ    ||


     ତମେ ହୃଦୟର ସଳିତା 

କେମିତି ବୁଝୁନା ତମେ ମନର ଅକୁହା କଥା 

 ତମେ ହିଁ ତ ମୋ କବିତା ପଛର କବିତା 

      ତୁମେ ମୋର ସ୍ୱପ୍ନ 

     ତୁମେ ମୋର ରାତି 

    ତୁମେ ହୃଦୟର ଭାଷା   ||



Rate this content
Log in

Similar oriya poem from Romance