Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakanta Behera

Romance

4.0  

Ramakanta Behera

Romance

ହେ ସୁନ୍ଦରୀ

ହେ ସୁନ୍ଦରୀ

1 min
182


କିଏ ହୋ ସୁନ୍ଦରୀ    କାହିଁ କର ଡେରି 

    ଚାଲିଆସ ମୋର ପାଖକୁ 

ଡେରି କର ନାହିଁ     ମନ ଭାଙ୍ଗ ନାହିଁ 

    ଚାହିଁ ବସିଛି ତୋ ବାଟକୁ        ||


ଆଖିରେ ଆଖିଏ    ସପନ ମୋ ଦେଇ 

     ଯାଅ ନାହିଁ ତୁମେ ଦୂରକୁ 

କଥା ଦେଇଥିଲ     ମନ୍ଦିର ପାଖରେ 

     ଆସିବାକୁ ମୋର ଘରକୁ       ||


ସପନରେ ଆସି     କେତେ କଥା କହି 

    ଚୋରି କଲ ମୋର ମନକୁ 

କହିଥିଲା ତୁମେ     ହାତ ଧରି ମୋର 

    ଭାଙ୍ଗିବନି ମୋର ମନକୁ       ||


ଦେହ ତୋ ଚନ୍ଦନ    ବାସ ତୋ ରଜନୀ 

     କୁହୁକିନି କରେ କିଆଁ 

ସପନରେ ଯେବେ   ହସ ପ୍ରିୟତମା

     ଭୁଲିଯାଏ ମୁଁ ଦୁନିଆ         ||


ଅଦିନରେ ଆସ      ମୁରୁକିକି ହସ 

    ଚୁମିଯାଅ ମୋର ମଥାକୁ

ଆଖି ଖୋଲିଲାରେ  ଜାଣେ ପ୍ରିୟତମା

    ଚାଲି ଯାଇଥାଅ ଦୁରକୁ         ||

  ତମେ ଚାଲି ଯାଇଥାଅ ଦୁରକୁ ........   


Rate this content
Log in

Similar oriya poem from Romance