STORYMIRROR

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ନିଜ ପ୍ରତି

ନିଜ ପ୍ରତି

1 min
194

 କେଉଁ ଧାରା ରେ ନିୟମ

ସୃଷ୍ଟି କର୍ତାକଂର

ପାପା କଂ ବାପା

ତାଙ୍କ ବାପା ଶେଷରେ

ବିଶ୍ୱପିତା ଦରବାର

ଆମେ ତାଙ୍କର

ସେ ଆମର ।

ଦୁଃଖ ବେଳେ ସାଥି

ବିପଦରେ ସାଙ୍ଗ

ଅଭାବରେ ଦାନୀ

ରୋଗରେ ବୈରାଗି

ଛାଇପରି ଥାଇ

ଅତି ପ୍ରିୟ ଲୋକ।

ନିଜକୁ ସଂସାର ପାଖେ

ଅନନ୍ତକୋଟି ପ୍ରଣାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action