STORYMIRROR

Maitreyee Kamila

Inspirational

3  

Maitreyee Kamila

Inspirational

ନିଜ କାମ ନିଜେ କରିବା

ନିଜ କାମ ନିଜେ କରିବା

1 min
183


ଚାଲ ଆମେ ପାଠ ପଢିବା

ଦେଶ ପାଇଁ କିଛି କରିବା

ସ୍କୁଲ ବନ୍ଦ ଆଉ ଖେଳ ବନ୍ଦ

ବୁଲାବୁଲି ସାଙ୍ଗସାଥି ସବୁ ବନ୍ଦ


ସମୟ ର ସଦୁପଯୋଗ କରିବା

ଚିତ୍ରାଙ୍କନ, ବହି ପଢା ରେ ମନ ଦେବା

ବାହାରୁ ଆସିଲେ ହାତ ଗୋଡ଼ ଧୋଇବା

ମାସ୍କ ପିନ୍ଧି ବାହାରକୁ ଯିବା


ଆମ ସୁରକ୍ଷା ଅଛି ଆମ ହାତେ

ପୁରୁଣା କଥା ନୁହେଁ ଏସବୁ ଯେତେ

ଖରାଦିନେ ଆସ ଖାଇବା ଫଳ

ମଞ୍ଜି ପୋତି ଗଛ ଲଗେଇବା ବେଳ


ହସ ଖୁସି ରେ ଦିନ କାଟିବା

ଗୁରୁଜନ ଙ୍କୁ ସମ୍ମାନ ଦେବା

ନିଜ କାମ ନିଜେ କରିବା

ବେଳ ଥାଉ ଥାଉ ସାବଧାନ ହେବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational