ନୀତିବାଣୀ
ନୀତିବାଣୀ
ଜୀବନ ରେ କେବେ ଦେବନି କାହାକୁ
ଦୁଖ , ଶୋକ ଓ ତାପ ।
ଆଶୀର୍ବାଦ ଯଦି ନୋ ପାଉଚ ଦେଇ
ଦେବ ନାହିଁ ଅଭିଶାପ ।
ନିଜକୁ ତୋ ଭଲ ଲାଗୁ ନାହି
ପରକୁ ଦିଅନି ତାହା ।
ପାରୁଛ ଯଦି ହାତ ବାଡି ହୋଇ
ଅଦ୍ଧକୁ ଦେଖାଅ ରାହା ।
ରୋଗୀ ପାଈଁ ଦିଅ ସେବକ ସେବିକା
ଦୁଃଖ ପାଇଁ ଦିଅ ସଃଖ ।
ବିପଦ କା ପାଇଁ କର ନାହିଁ ଠିଆ
ମୁଖେ ଭରି ହସ ସଭିକୁ ପରଶ
ମିଠା ମିଠା ଯେତେ କଥା
ତେବେ ଯାଇ ସିନା ଜଗତ ଜିତିବେ
ବିଜୟ ମୁକୁଟ ପିଦ୍ଧି ॥
..
