Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DEEPAK KUMAR PATRA

Classics

4  

DEEPAK KUMAR PATRA

Classics

ନୀରବତା

ନୀରବତା

1 min
166



ନୀରବତା ଏକ ଶବ୍ଦ ନୁହେଁ 

ଅନେକ ପ୍ରଶ୍ନର ଉତ୍ତର 

କାହାକୁ କିଛି କହିବା ଅପେକ୍ଷା 

ଚୁପ ରହିବା ହିଁ ଶ୍ରେୟସ୍କର.... 

ଭାବନା ରାଇଜ ଦୁନିଆରେ ଏଠି 

ସବୁ କଥା ରହେ ଗୁପ୍ତ 

ହୃଦୟ ପ୍ରଦେଶରୁ ଭାବନା ପର୍ଯ୍ୟନ୍ତ 

ସବୁ ଗୋପନ ଆଉ ସୀମାବଦ୍ଧ.... 

ମନର ବେଦନା ମନେ ରହିଯାଏ 

କରିହୁଏନା କାହାକୁ ବ୍ୟକ୍ତ 

କହିଦେଲେ କିବା କାହାକୁ କ'ଣ 

ଝରେଇ ଦବ ସେ ରକ୍ତ ..... 

ମନ ପକ୍ଷୀ ସେ ତ ଛୋଟିଆ କୁଟୀର 

ରଖିଥାଏ କେତେ ଦୁଃଖ 

ଦୁନିଆଁ ଆଗରେ ବେଦନା ଚପେଇ

ଦେଖାଏ ହସଭରା ମୁଖ...।।


Rate this content
Log in

Similar oriya poem from Classics