Sangeeta Barik
Tragedy
ସମ୍ପର୍କେ ଉଠିଲେ ନିରବ ଝଡ,
ଅବିଶ୍ୱାସ ସେତୁ ହୁଅଇ ଦୄଢ ।
ଅତି ଆପଣାର ଲାଗଇ ପର,
ଗୁମାନ କିଳଇ ବିଚାର ଦ୍ଵାର ।
ଅର୍ଥରେ ଦିଶଇ ଅନର୍ଥ ଭାବ,
ବୀଜ ବୁଣୁଥାଏ ଜିଦି ସ୍ଵଭାବ ।
ଶାନ୍ତି ହୋଇଥାଏ ସାତ ସପନ,
ଅଣାୟତ ହୁଏ କ୍ଷତାକ୍ତ ମନ ।
ନାରୀ
ପୁରାଣ
ବିବାହ
ସଫଳତା
ସାମ୍ରାଜ୍ୟ
ଜନ୍ମଦିନ
ପରୀ
କବି ଓ କଳ୍ପନା
ପ୍ରେମ ପାଖୁଡା ...
ଶିଶୁ
ବିବଶ ଜୀବନ ବିବଶ ଜୀବନ
ଦୁଃଖ ଦୁଃଖ
ବଡ଼ ବଡୁଆ ହୋ ଏଠି ଖାଲି ବହଳ ଅନ୍ଧାର ଆଲୁଅ ବିହୀନ ତୁମରି ସଂସାର କେମିତି ଯିବ ତୁମେ ବଡ଼ ବଡୁଆ ହୋ ଏଠି ଖାଲି ବହଳ ଅନ୍ଧାର ଆଲୁଅ ବିହୀନ ତୁମରି ସଂସାର କେମିତି ଯିବ ତୁମେ
ରାତି ଆସେ ତାତି ଓ ଭୟ ନେଇ ମୋ ଭିତରେ ନ ଥାଏ ବ୍ୟଗ୍ରତା ରାତି ଆସେ ତାତି ଓ ଭୟ ନେଇ ମୋ ଭିତରେ ନ ଥାଏ ବ୍ୟଗ୍ରତା
ଜୟ ମା' ବନଦୁର୍ଗା ଜୟ ମା' ବନଦୁର୍ଗା
ଧନତେରେସ ଧନତେରେସ
ମୁଁ ଖୋଜିଲି ଯାହାକୁ ଅପେକ୍ଷା ଥିଲା ମୋର ଯେଉଁ ଚଗଲି ପବନ ତା ମୋ ହୃଦୟ ବଗିଚାରେ ଅନ୍ଦି କନ୍ଦି ବୁଲି ଲୁଚ... ମୁଁ ଖୋଜିଲି ଯାହାକୁ ଅପେକ୍ଷା ଥିଲା ମୋର ଯେଉଁ ଚଗଲି ପବନ ତା ମୋ ହୃଦୟ ବଗିଚାରେ ଅନ୍...
ମନ ମୋର ନୀଳରଙ୍ଗୀ ସମୁଦ୍ର କେବେ ସେ ସ୍ଥିର ଜଳ ସରସୀର, ମନ ମୋର ନୀଳରଙ୍ଗୀ ସମୁଦ୍ର କେବେ ସେ ସ୍ଥିର ଜଳ ସରସୀର,
କେତେ ଦେଖିଛି ଏ ଆଖିରେ ଛବି ପରି ନିର୍ଭୟା ମମିତାର କ୍ରନ୍ଦନ ପାରେନି ପାରେନି ମୁଁ ଲଢେଇ କରି ଶବ୍ କେତେ ଦେଖିଛି ଏ ଆଖିରେ ଛବି ପରି ନିର୍ଭୟା ମମିତାର କ୍ରନ୍ଦନ ପାରେନି ପାରେନି ମୁଁ ଲଢେ...
ମନରେ ଉଠୁଛି କୋହ ମନରେ ଉଠୁଛି କୋହ
ବଞ୍ଚିବାଟା ହେଉଛି ଅସହ୍ୟ ଯାହା ପାଇଁ ନିତି ଲଢୁଥିଲି ତୁମସହ ମୋ ପାଇଁ ଆଜି ସେ ଅଦୃଶ୍ୟ । ତେଣୁ ହେ ମ ବଞ୍ଚିବାଟା ହେଉଛି ଅସହ୍ୟ ଯାହା ପାଇଁ ନିତି ଲଢୁଥିଲି ତୁମସହ ମୋ ପାଇଁ ଆଜି ସେ ଅଦୃଶ୍ୟ ।...
ଭାରି ଦୁଃଖ ଲାଗେ ଭାରି ଦୁଃଖ ଲାଗେ
ଜୀବନଡୋରୀ ଜୀବନଡୋରୀ
ସଂକ୍ରମିତ ସଂକ୍ରମିତ
ଯେତେ ରଙ୍ଗ କାନଭାସେ ଦିଏ ତଥାପି ଜୀବନ ଫିକା ଆୟୁଷ ସରିଲା ଜୀବନ କବିତା ରହିଗଲା ଅଧା ଲେଖା। ଯେତେ ରଙ୍ଗ କାନଭାସେ ଦିଏ ତଥାପି ଜୀବନ ଫିକା ଆୟୁଷ ସରିଲା ଜୀବନ କବିତା ରହିଗଲା ଅଧା ...
ଷାଠିଏ ପଉଟି ସରଧାରେ ରାନ୍ଧି ଭୁଞ୍ଜାଇ କରାଅ ଖୁସି ଜଗତ ନାଥଙ୍କ ନିଘା ନାହିଁ ଥରେ ସଂସାରଟା ଯାଉ ଭାସ ଷାଠିଏ ପଉଟି ସରଧାରେ ରାନ୍ଧି ଭୁଞ୍ଜାଇ କରାଅ ଖୁସି ଜଗତ ନାଥଙ୍କ ନିଘା ନାହିଁ ଥରେ ସଂ...
ଅତି ମନୋହର ଧରଣୀ ରାଣୀକୁ ନଷ୍ଟ କରୁ ଛନ୍ତି ଜନେ, ନିଜ ସ୍ବାର୍ଥ ପାଇଁ ବିନାଶ କରନ୍ତି ଭ୍ରଷ୍ଟାଚାରୀ ସେହୁ ଜନେ।... ଅତି ମନୋହର ଧରଣୀ ରାଣୀକୁ ନଷ୍ଟ କରୁ ଛନ୍ତି ଜନେ, ନିଜ ସ୍ବାର୍ଥ ପାଇଁ ବିନାଶ କରନ୍ତି ଭ...
ସପନ ସାଜିଛି ମଧୁତାର ସ୍ମୃତି ଶତ ବରଷା ରେ ଭିଜି, ମନ ମରୂବାଲି ଯାଇଛି ବି ଭୁଲି ଆଶା ନୀଡ଼ ଧାର ସପନ ସାଜିଛି ମଧୁତାର ସ୍ମୃତି ଶତ ବରଷା ରେ ଭିଜି, ମନ ମରୂବାଲି ଯାଇଛି ବି ଭୁଲି ...
ମିଛ ମାୟା ଏହି ସଂସାରରେ ସବୁ କର୍ତ୍ତବ୍ୟକୁ ଭୁଲିଗଲେ ପକ୍ଷୀ ଛୁଆ ପରି ଡେଣା ଝାଡିଦେଇ ମିଛ ମାୟା ଏହି ସଂସାରରେ ସବୁ କର୍ତ୍ତବ୍ୟକୁ ଭୁଲିଗଲେ ପକ୍ଷୀ ଛୁଆ ପରି ଡ...
ଗଢିବାରେ ତିଳେ ତୃଟି ନାହିଁ ମୋର । ସଜେଇ କଳେବର ନା ଦେଇଛି ଈଶ୍ବର। ସର୍ବେଶ୍ଵର ଜଗଦ୍ଦୀଶ୍ବର ତୁମେ ଗଢିଥିବା... ଗଢିବାରେ ତିଳେ ତୃଟି ନାହିଁ ମୋର । ସଜେଇ କଳେବର ନା ଦେଇଛି ଈଶ୍ବର। ସର୍ବେଶ୍ଵର ଜଗଦ୍ଦୀଶ...