STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ନଈ

ନଈ

1 min
134

ଜୀବନଟା ଅଙ୍କା ବଙ୍କା

କଳ କଳ ନିନାଦିନୀ

ବୁଝିଲେ ହେଇ ପାରେ ମଧୁର ଝରଣା

ନ ବୁଝିଲେ ସମୁଦ୍ରରେ ମୁଣ୍ଡ ପିଟୁଥିବା

ଢେଉ ଭଳି ଅଶାନ୍ତ, ଉତ୍ତାଳ, ତରଙ୍ଗ

ଜୀବନ ଯେତିକି ଶାନ୍ତ

ସେତିକି ଭୟଙ୍କର

ଅଶାନ୍ତ ଲାଗେ ଜୀବନଟା

ଶାନ୍ତିର ଅଭାବରେ

ଅତୃପ୍ତ ଲାଗେ ସବୁ କିଛି

ଢେଉ ଭଳି ଅଶାନ୍ତ ଉତ୍ତାଳ ତରଙ୍ଗ

ଜୀବନଟା, ଝରଣା ହେବାକୁ

ଚାହେଁ, ନଈ ଭଳି କେବେ ଝରଣା ଭଳି

ନିର୍ଝରଣୀ କିନ୍ତୁ ଆଡମ୍ବର ବହୁଳ

ଜୀବନଟା ବି ବେଳେ ବେଳେ

ଅର୍ଥହୀନ ଲାଗେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational