STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ନଈ

ନଈ

1 min
174

ନଈ କୁଆଡେ ଯାଉଛୁ ଦୁଇ କୂଳ ଖାଇ 

ସବୁ ଆବର୍ଜନା ତୋ ସଙ୍ଗରେ ନେଇ 

ତୋ ପଠାରେ ଥରେ ବସିଗଲେ 

ମନ ଯାଏ ଆନନ୍ଦ ହୋଇ 

ତୋ କୂଳ ଗଛ ବଢୁଥାଏ ପାଣି ପବନ ପାଇ 

ପଶୁ ପକ୍ଷୀ ଯେତେ ପାଣି ପିଇଥାନ୍ତି 

ନିଃସ୍ଵାର୍ଥପର ସେବା ଦେଉ ଯୋଗାଇ 

ତୋ ଧାରେ ଧାରେ କୃଷକ ଭାଇ ଚାଷ କରଇ 

ସୈନିକ ଭାଇ ବି ପାଣି ମୁନ୍ଦିଏ ପାଇ ହରଷ ଥାଇ 

ବଂଚିବା ପାଇଁ ଉପାଦାନ କେତେ ଦେଉ ଯୋଗାଇ 

ଧନ୍ୟ ତୁ ନଈ କଳନା ତୁଳନା କାହିଁ??? 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational