ନିଦ୍ରା
ନିଦ୍ରା
ହେ ନିଦ୍ରା.......
ଆସଥରେ ଆଉ କରି ପକାଅ କବଳିତ
ମୁଁ ଅପେକ୍ଷାରେ ଅଛି
କାହିଁକି ଜାଣିଛ ?
ତୁମ ସହ ଆସିଥାଏ ମୋ ପ୍ରିୟା
ମୋ ସ୍ବପ୍ନର ରାଣୀ
ମୋ ହୃଦୟର ଦେବୀ
ସେଥିପାଇଁ ତ ତୁମେ ମୋର କାମ୍ୟ
ମୋ ନିଜର ........
ଶିବାନନ୍ଦ
ହେ ନିଦ୍ରା.......
ଆସଥରେ ଆଉ କରି ପକାଅ କବଳିତ
ମୁଁ ଅପେକ୍ଷାରେ ଅଛି
କାହିଁକି ଜାଣିଛ ?
ତୁମ ସହ ଆସିଥାଏ ମୋ ପ୍ରିୟା
ମୋ ସ୍ବପ୍ନର ରାଣୀ
ମୋ ହୃଦୟର ଦେବୀ
ସେଥିପାଇଁ ତ ତୁମେ ମୋର କାମ୍ୟ
ମୋ ନିଜର ........
ଶିବାନନ୍ଦ