Puspanjali Panda
Classics Others
ନିଆଁ ଉହ୍ମେଇରେ ଜୀବନ,
ଶେକିଶାକି ହୋଇ
ଜାକିଜୁକି ହୋଇ
ଖୁସୀ ପାଳୁଅଛି ସପନ ।
ଦୁଃଖ ଦରାଣ୍ଡୁଛି ଉଷୁମ ,
ଅହରହ ଜଳେ ଜଠର ର ନିଆଁ
ସୁଖ ତ ଆକାଶକୁସୁମ ।
କିଏ ମଶାଣିର ମଡା ,
କିଏ ସଜାଉଛି ନିଜ କୋକେଇକୁ
ଆଉକିଏ ଦରପୋଡା ।
ଥାଉ ପଛେ ନିଆଁ ସେଜ ,
ଆସ୍ଥା ବିଶ୍ୱାସର ମାଟିରେ ବାହାରେ
ଅଙ୍କୁରିତ ଏକ ବୀଜ ।
ମା ଦୁର୍ଗା
ହାଣ୍ଡି ଧୁଡୁକା
ଝୁରିମରେ
ଗାଁ କଥା
ବୟସ୍ମା ପ୍ରେମ
ତଥାପି ଆଶା ଫେର...
ଚଢେୟା
SMBOSS#3ଅସମାପ...
#SMBOOSS(ସନେଟ...
ଷାଠିଏର ପ୍ରେମ
ସଂସ୍କୃତ ଶ୍ଲୋକ "ଅସୋତମା ସଦ୍ ଗମୟ ତମୋସେମା ର୍ଜ୍ୟୋଗମୟ, ମୃର୍ତ୍ୟୋମା ଅମୃତ ଗମୟ" ବାଣୀ ଉଲ୍ଲାସରେ ହୁଅଇ ସ... ସଂସ୍କୃତ ଶ୍ଲୋକ "ଅସୋତମା ସଦ୍ ଗମୟ ତମୋସେମା ର୍ଜ୍ୟୋଗମୟ, ମୃର୍ତ୍ୟୋମା ଅମୃତ ଗମୟ" ବାଣ...
ସାବରମତୀର, ସନ୍ଥ ପୂଜ୍ଯ ପ୍ରାଣ ସତ୍ୟାଗ୍ରହ ତୁମ, ସହଚର । କସ୍ତୁରବା ଗାନ୍ଧୀ, ଯେ ଜୀବନସାଥୀ ତାଙ୍ ସାବରମତୀର, ସନ୍ଥ ପୂଜ୍ଯ ପ୍ରାଣ ସତ୍ୟାଗ୍ରହ ତୁମ, ସହଚର । କସ୍ତୁରବା ଗାନ୍ଧୀ, ଯେ ଜୀବ...
ଘର କଥା ଓ ଖାଇବା ପାଇଁ ଚିନ୍ତା ବି ନ ଥିଲା ଦିନରାତି ସାଙ୍ଗ ସାଥି ହସ ଖୁସିରେ ସମୟ ବିତିଲା ଚାହୁଁ ଚା ଘର କଥା ଓ ଖାଇବା ପାଇଁ ଚିନ୍ତା ବି ନ ଥିଲା ଦିନରାତି ସାଙ୍ଗ ସାଥି ହସ ଖୁସିରେ ସମୟ ବିତିଲା ...
ଅହିଂସା ଅସ୍ତ୍ର ବଳ ଧରି ସ୍ଵାଧୀନ ଦେଶ ଦେଲ କରି । ତିନି ମାଙ୍କଡ଼ ତୁମ ଦାନ ଅହିଂସା ଅସ୍ତ୍ର ବଳ ଧରି ସ୍ଵାଧୀନ ଦେଶ ଦେଲ କରି । ତିନି ମାଙ୍କଡ଼ ତୁମ ଦାନ
ବଳିୟାନ ସମୟ ବଳିୟାନ ସମୟ
ତୁମେ ଆମ ସିଦ୍ଧିଦାତ୍ରୀ, ତୁମେ ଆମ ବୁଦ୍ଧିଦାତ୍ରୀ, ତୁମେ ଆମ ବରଦାତ୍ରୀ, ତୁମେ ଆମ ବିଦ୍ୟାଦାତ୍ରୀ ।୧। ... ତୁମେ ଆମ ସିଦ୍ଧିଦାତ୍ରୀ, ତୁମେ ଆମ ବୁଦ୍ଧିଦାତ୍ରୀ, ତୁମେ ଆମ ବରଦାତ୍ରୀ, ତୁମେ ଆମ ବ...
ସୁସ୍ଥ ଜୀବନ ଖୁସି ଜୀବନ ସୁସ୍ଥ ଜୀବନ ଖୁସି ଜୀବନ
ବିଜୟା ଦଶମୀ ବିଜୟା ଦଶମୀ
ଅସ୍ତ୍ର ଶସ୍ତ୍ର ସବୁ ପୂଜା ପାଇ ଥାଏ ଘରେ ଘରେ ପୁରେ ପୁରେ ସେଦିନ ମାଆ ଙ୍କୁ ବିସର୍ଜନ ଦ୍ୟନ୍ତି ବ... ଅସ୍ତ୍ର ଶସ୍ତ୍ର ସବୁ ପୂଜା ପାଇ ଥାଏ ଘରେ ଘରେ ପୁରେ ପୁରେ ସେଦିନ ମାଆ ଙ୍କୁ ବିସ...
ବନସ୍ତରେ ଯାଇ ଜଗିଲା ଛେଳି । ଭୋକ ଉପାସରେ କଷଣ ସହିକି, ପୂଜି କଲା ତୁମ୍ଭେ ଗଳାର ମାଳି ।୩। ଦେଇଥିଲ ତାକୁ ଧୈ... ବନସ୍ତରେ ଯାଇ ଜଗିଲା ଛେଳି । ଭୋକ ଉପାସରେ କଷଣ ସହିକି, ପୂଜି କଲା ତୁମ୍ଭେ ଗଳାର ମାଳି ।...
ଅନ୍ଧକାର ନାଶି ଆଲୋକ ପରଷି ସୃଷ୍ଟିର ସୂଜନ ପାଇଁ। ମମତା ପଣତେ ଅନ୍ଧକାର ନାଶି ଆଲୋକ ପରଷି ସୃଷ୍ଟିର ସୂଜନ ପାଇଁ। ମମତା ପଣତେ
ଦେବୀ ଦଶଭୁଜା ଆସନ୍ତି ଓଲାଇ ମରତକୁ ଥରେ ବର୍ଷେ ପାପ ରାଶି ସବୁ କ୍ଷୟ କରି କରି ପ୍ରକୃତି କରି ସରସେ। ... ଦେବୀ ଦଶଭୁଜା ଆସନ୍ତି ଓଲାଇ ମରତକୁ ଥରେ ବର୍ଷେ ପାପ ରାଶି ସବୁ କ୍ଷୟ କରି କରି ...
ସତ କହୁଛି ବୋଲି ମାଆ ତୁମ୍ଭେ କରିବନି ରୋଷ ମୁଢମତି ଅଧମ ବାଳକ ମୁହିଁ ଧରିବନି ମୋର ଦୋଷ ତୁମେ ହିଁ ତ ଜଗଦମ୍ବା ... ସତ କହୁଛି ବୋଲି ମାଆ ତୁମ୍ଭେ କରିବନି ରୋଷ ମୁଢମତି ଅଧମ ବାଳକ ମୁହିଁ ଧରିବନି ମୋର ଦୋଷ ...
ଶ୍ରୀଜଗନ୍ନାଥ ଶ୍ରୀଜଗନ୍ନାଥ
ଦ୍ବୀପ ଚାରିପାଖେ ଶହଶହ ନଉକା ଅପୂର୍ବ ସେ ଦୃଶ୍ୟ ହସେ ରାଣୀ ଚିଲିକା । ଶୀତ କାକରକୁ ଭକ୍ତେ ନକରି ଭୟ ଦ୍ବୀପ ଚାରିପାଖେ ଶହଶହ ନଉକା ଅପୂର୍ବ ସେ ଦୃଶ୍ୟ ହସେ ରାଣୀ ଚିଲିକା । ଶୀତ କାକରକୁ ଭକ...
ବିଦାୟ ହୋଇଲା ବେଳେ ଲକ୍ଷ୍ମୀ ନାରାୟଣ, ବରୁଣ ଧରିଲେ ଯାଇଁ ବିଷ୍ଣୁଙ୍କ ଚରଣ। ଶ୍ଵଶୁର ଧରିଲେ ଯହୁଁ ପାଦ ଯେ ଜ୍ୱାଇ... ବିଦାୟ ହୋଇଲା ବେଳେ ଲକ୍ଷ୍ମୀ ନାରାୟଣ, ବରୁଣ ଧରିଲେ ଯାଇଁ ବିଷ୍ଣୁଙ୍କ ଚରଣ। ଶ୍ଵଶୁର ଧରି...
ପାଚିଲା ଧାନ କ୍ଷେତ..... ପାଚିଲା ଧାନ କ୍ଷେତ.....
...ପ୍ରେମିକାର ଡାଇରୀ... ...ପ୍ରେମିକାର ଡାଇରୀ...
ପ୍ରଭୁ ହାତ ଧରି ପ୍ରଭୁ ହାତ ଧରି
ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ବାସ, ସୁଖେ ଦୁଃଖ ପରାଣର ନୀରବ ଆଶ୍ବାସ ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ବାସ, ସୁଖେ ଦୁଃଖ ପରାଣର ନୀରବ ଆଶ୍ବାସ