Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Classics Others

2  

Durjyodhan Barik

Classics Others

ନବରାତ୍ର

ନବରାତ୍ର

1 min
168


   

ପ୍ରଥମେ ପୂଜିତ   ଦେବୀ ଶୈଳପୁତ୍ରୀ

   ଦ୍ଵିତୀୟେ ବ୍ରହ୍ମଚାରିଣୀ,

ତୃତୀୟ ରେ ପୂଜ  ମାତା ଚନ୍ଦ୍ରଘାଣ୍ଟା

   ଚତୁର୍ଥେ କୁଷ୍ମାଣ୍ଡା ପୁଣି ।


ପଞ୍ଚମୀ ତିଥିରେ   ଦେବୀ ସ୍କନ୍ଧମାତା

    ଷଷ୍ଠ ଦିନେ କାତ୍ୟାୟନୀ ,

ସପ୍ତମୀ ତିଥିରେ  ମାତା କାଳରାତ୍ରି

    ମହାଗୌରୀ ଆଠେ ଜାଣି ।


ନବମ ଦିନରେ   ସିଦ୍ଧିଦାତ୍ରୀ ପୂଜା

     ନବ ରାତ୍ରି ସମାପନ,

ଏମନ୍ତ ପ୍ରକାରେ    ନାରାୟଣୀ ପୂଜି

    ଦେବୀଙ୍କ ଆଶୀଷ ଘେନ ।


ଦଶମ ଦିନରେ   କନ୍ୟା ପୂଜା କରି

    ପ୍ରସାଦ ଭୋଜନ ଦେବ,

ଏମନ୍ତ ପ୍ରକାରେ    ନବରାତ୍ର ପାଳ

    ମନୋବାଞ୍ଛା ପୂର୍ଣ୍ଣ ହେବ ।


Rate this content
Log in

Similar oriya poem from Classics