STORYMIRROR

arun sahoo

Tragedy Action Others

3  

arun sahoo

Tragedy Action Others

ନବ ବରଷକୁ ଶୁଭେଚ୍ଛା

ନବ ବରଷକୁ ଶୁଭେଚ୍ଛା

1 min
173


ନୂଆ ଆଶା ନୂଆ ଭରଷା

ଜଗାଏ ମନରେ ସହସା

ବାନ୍ଧେ ମନେ କେତେ ବସା

ଆଶେ ନୂଆ ବରଷର ଶୁଭେଚ୍ଛା ।


ନବ ବରଷର ନୁଆ ଅଭିଳାଷ

ସଭିଏଁଙ୍କ ଜୀବନ ହେଉ ସରସ

ଅଧରେ ଫୁଟୁ ସଭିଙ୍କ ହସ 

ନୂଆ ବରଷରେ ନୂଆ ବରଷ ।


ଚଉଦିଗେ ଶୁଭେ ଶୁଭେଚ୍ଛାର ବାର୍ତ୍ତା

ପ୍ରଣମେ ଚରଣେ ଆହେ ସୃଷ୍ଟିକର୍ତ୍ତା

ଅରୁଣ କିରଣର ସ୍ପର୍ଶ ରଙ୍ଗୀନ କରୁ ତୁମ ଚିତ୍ର

 ନବ ବରଷରେ ନବ ବରଷ ।




Rate this content
Log in

Similar oriya poem from Tragedy