STORYMIRROR

Akshayakumar Dash

Action

3  

Akshayakumar Dash

Action

ନାୟକ

ନାୟକ

1 min
41

ଏଦେଶ କେତେକ ଗୋଲାମୀ କଂ କବ୍ଜାର

ଉପରଟା ଅରଟ ସୁତାର ଧୋବ ଫର ଫର

ମୁଣ୍ଡରେ ଠେକା ନୁହେଁ ଧଳା ଟୋପି 

ଗୋଲାପ ଫୁଲିଆ ରସିକ ଶେଖର କଂର

ବହୁରୂପୀ ପଣ୍ଡିତ କଂ ଚେଲା ବଚକାନି

ଲୋକମାତା କେତେ କେତେ ନେତା

ଦିଲ୍ଲୀ ସିଂହାସନ ସତ୍ତ। ଦଖଲ କ୍ଷମତା

ଆଦର୍ଶ ରୂପରେ ଝାଙ୍କି ଧଳା ଛତା 

 ଭୋଟ ବଜାର କରି ବିଶ୍ୱାସୀ ଜନତା ।

'ରକ୍ତ ଦିଅ ସ୍ୱାଧୀନତା ଦେବି 'ନା ଭୂଲ

ଗାଲରେ ଚାପୁଡ଼ା ଖାଇ ଫେରେଇ ଆଣିବି

ହିଂସା ଅହିଂସା ଯୁଧ୍ୟରେ ଫିରିଙ୍ଗି ଟଳିଲା

 ରକ୍ତ ଲିଭି ଅହିଂସା ତେଜିଲା

ରାମରାଜ୍ୟ ଏଦେଶ ନୋହିଲା

ଛୁଆ ବିକି ମାର ଭୋକ ମେଣ୍ଟିଲା ତ

ଅନାହାର କାହାର ପ୍ରାଣଛାଡି ଗଲା

ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନ ହେଲେ

ଯୁବକ ଜଣକ ଦାଦନ ଶ୍ରମିକ

କୃଷକର କ୍ଷେତ ଜଳ ଯୋଗାଣ

କି ଶିକ୍ଷା ସ୍ୱାସ୍ଥ୍ୟ ସବୁଥିରେ ଭାଷଣ ଶୋଷଣ

ଯେତେ ରଙ୍ଗ ଖେଳିପାର ଜନତାଙ୍କ

ଏତ ସବୁ ସରକାରୀ ଧନ

ଘୋଟାଲା ଠକେଇ ନୀତି ଦୃନୀତି ଲଢ଼େଇ

ରାମ ମାନେ ରାଜ୍ୟର ବଇରୀ ।

ଶାସନ ଆସନ ଗଣତନ୍ତ୍ର ର ସଂମାନ

ସିଂହାସନ ଯୋଗ୍ୟ ଜନତାଙ୍କ ଭାଗ୍ୟ

ଅନ୍ଧାର ରୁ ଆଲୋକ ସ୍ୱାଗତ

ଗ୍ରାମ କାଦୁଅ ପଙ୍କ ଏ ପଥ ପକ୍କା ସଡକ ସଂଯୋଗ

ଘରେ ଘରେ ବିଦୂତ ,ଜଳ ଯୋଗାଣ

ମୁଦ୍ରା ବିମୁଦ୍ରିକରଣ ପୁଣି ପାକିସ୍ତାନ ଚାଇନକୁଉଚିତ ଜବାବ

କରୋନା ଆତଂଙ୍କେ ସେଜେ ସାହସୀ ଯୋଦ୍ଧା

ବିଶ୍ୱାସ ର ଚୋଉକିଆ ଜଗୁଆଳି ଟିଏ

ଭରସାର ହିମଗିରି ତ ବି ନିଷ୍ଠାପର କର୍ମୀ

ସେବା ତାର ଭାରତ ମାତାର 

କୋଟି କୋଟି ମୂଲିଆ କଂ ଦିମୁଠା ପେଟକୁ

ବିଶ୍ୱବାସୀ ବିଶ୍ୱାସର କେନ୍ଦ୍ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action