Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF
Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF

Santosh Kumar Nayak

Abstract Tragedy Others


2  

Santosh Kumar Nayak

Abstract Tragedy Others


ନାଟୁଆ କାଳିଆ

ନାଟୁଆ କାଳିଆ

1 min 18 1 min 18

ଦାଦନ ଶ୍ରମିକ ବାଟ ଚାଲିଚାଲି

ବସିଯାଇଅଛି ଥକି,

ପାଦ ମଳିଚମ ବାହାରି ପଡିଛି

ରକତ ଲାଗିଛି ଶୁଖି ।

ପିଲା ଛୁଆ ତାର ଡହଳ ବିକଳ

ଆଉଟୁପାଉଟୁ ପେଟ,

କେମିତି ହସୁଛୁ କହରେ କାଳିଆ

ଲଗାଇଦେଇକି ନାଟ ।


Rate this content
Log in

More oriya poem from Santosh Kumar Nayak

Similar oriya poem from Abstract