ନାଟକ
ନାଟକ
ନାଟ୍ ଶିଖାସି ସତ୍ ,ଶାନ୍ତି, ଧରମ୍'ର ଜୟ
ଅଧରମ୍, ଅନିଏ କେଭେ ନି ଜିତେ
ଏକ୍'ତା ,ସମ୍'ତା, ଭାଇଚାରା ଥିଲେଁ
କିହେ କିଛିକରି ନି ପାରେ ତତେ ,,
ପ୍ରେମ୍ କେଭେଁ ନି ହାରେ କେଭେଁ ନି ମରେ |
ଜାଏତ୍ ,ଧରମ୍, ବରନ୍, ଧନି ,ଗରିବ
ପ୍ରେମ୍ କେଭେ ବାଛ୍'ବିକାର୍ ନି କରେ ||
ବଦ୍'ମାସ ଲୋକ୍ ଯେତେ ବଲ୍'ବାନ୍
ହେଇଥଉ ଯେତେ ବୁଦ୍ଧିମାନ୍
ସବୁଦିନେ ନି ଚଲେ ତାର୍'ରାଜ୍ ,ନି ଚଲେ ଚାଲ୍
ଦିନେ ଭାଙ୍ଗିଯିବା ତାର୍ ଟାନ୍ ,,
ଏନ୍ତା ଗୁଟେ ସମଆଁ ଆଏବା କେହିଁ ନି ପାଏ ସନ୍'ମାନ୍ |
ନିିଜର୍ ଲୋକ୍'ଭି ପର୍ ହେଇଯିବେ
ହେଇଯିବା ଶେଷେ ହୀନ'ମାନ୍ |
ସତ୍'ବାଟେ ଚାଲି ସତ୍ କରମ୍ କଲେ
କେଭେଁ ନିହୁଏ ହାର୍
ଯେତେ ଝଡ଼ଝଞ୍ଜା ଆଏଲେ ଜୀବନେ
ସବୁ ହେଇଯିବା ପାର୍
ନାଟକର୍ ବାର୍ତ୍ତା ଇଟା ଇ ସଂସାରେ ସାର୍ |
