STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ନାତି ଝୁଲୁଅଛି

ନାତି ଝୁଲୁଅଛି

1 min
224


ଝୁଲରେ ନାତି ଝୁଲ୍


ବା ପାଣି ଖାଇ ଫୁଲ୍ ,


ଧୀରେଟି ବଲି ଚାଲ୍


ମାଆଟି କହି ଚାଲ୍।୧।


ମାଁ ଦେବ ତତେ କ୍ଷୀର 


ପାପା ଆଣିବ ନୀର,


କଥା ଶୁଣଟି ମୋର


ଅତି ଅଟୁ ସୁନ୍ଦର।୨।


ତୁହିଟି ମୋର ଧନ


ଜୀବନର ରତନ,


ନ କର ହେ କ୍ରନ୍ଦନ


ଅଜାଆଇଙ୍କ ରତ୍ନ।୩।


ଗୀତ ଗାଇବି ନିତି


ଝୁଳୂ ଥିବୁ ମୋ ଛାତି,


ଅଜା ଆଣିବ ହାତୀ


ଡିଆଁ ମାରିବୁ ନିତି।୪।


ଶୋଇ ପଡରେ ନାତି


ରାତି ହେଲାଣି ଅତି,


ଅବାଧ୍ୟ ହେଉ ଅତି


କି କରୁଛୁ ଏ ରୀତି।୫।


ଝୁଲରେ ନାତି ଝୁଲ୍


ବା ପାଣି ଖାଇ ଫୁଲ୍,


ଧୀରେଟି କହି ଚାଲ୍


ମାଆଟି କହି ଚାଲ୍।୬।




Rate this content
Log in

Similar oriya poem from Inspirational