Gayatri Singh
Abstract Inspirational Others
କିଏ କହେ 'ନାରୀ' ସୃଷ୍ଟି ର
ସୁନ୍ଦର ସୁମନ ଟିଏ ।
କିଏ କହେ ସୃଷ୍ଟି ର
ମହାଭୁଲ 'ନାରୀ' ।
କିଏ କହେ 'ନାରୀ' ମହାପାପ
କିଏ କହେ 'ନାରୀ ' ଅଭିଶାପ ।
ନାରୀ କୁ ନେଇ ଏତେ ଚର୍ଚ୍ଚା କାହିଁକି ?
ନାରୀ ହେଉଛି ଜନନୀ ଜାୟା ଭଗ୍ନୀ
ଏହା ଶାସ୍ତ୍ର ସମ୍ମତ।
ସମଗ୍ର ସର୍ଜନା ତା ଗର୍ଭରୁ ସମ୍ଭୂତ ।
ବନ୍ଧୁତ୍ୱ
ମତେ ବଞ୍ଚିବାକୁ...
ଜନ୍ମାଷ୍ଟମୀ
ଭିଜା ଶ୍ରାବଣ ବ...
ଭିଜା ଭିଜା ଅପା...
ଅଣସର ପିଣ୍ଡିରେ...
ଅଣସର ପିଣ୍ଡି ର...
ବାହୁଡ଼ା ବ୍ରହ୍...
କ୍ଷେତ୍ରେ ତୁ ପ...
ରଜ ମଉଜ
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେତ୍ରରେ ପଥ ପ୍ରଦର୍ଶନ... ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେ...
ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ତୁଟି ଯିବ ମୋହ କାୟା... ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ...
ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ମାଆ ହାତେ ଘାଆ ହେଲା ... ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ...
ବିଜୟା ଦଶମୀ ବିଜୟା ଦଶମୀ
ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ହୁଅନ୍ତୁ ଅନୁପ୍ରାଣିତ ... ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ...
ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କୁହ ଯେ ଲଭିଛ ଜ୍ଞାନରେ ସ... ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କ...
ଈର୍ଷା ଈର୍ଷା
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ମନେ ପଡେ କର୍ମପଥେ ମନେ ପଡେ କର୍ମପଥେ
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ସ୍ଵାଗତ ନବ ସକାଳର ସ୍ଵାଗତ ନବ ସକାଳର
ପୁତ୍ରର ବିଳାପ ପୁତ୍ରର ବିଳାପ
ସତ୍ୟ ବଚନ ସତ୍ୟ ବଚନ
କବି କବି
ଅଧୁରା ସପନ ଅଧୁରା ସପନ
ସ୍ୱାଭିମାନ ସ୍ୱାଭିମାନ
ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ