Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

kahnu charan sahu

Abstract

3  

kahnu charan sahu

Abstract

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
238


ଆଜିର ଦୁନିଆରେ ବଞ୍ଚିବା କଷ୍ଟ

ଛନ୍ଦହୀନ ଜୀବନରେ

ଅଳିଆ ଦୁନିଆରେ ପ୍ରାୟ ସମସ୍ତେ 

ଲିପ୍ତ ଅଧର୍ମ କାର୍ଯ୍ୟରେ ।


ସରଳ ଜୀବନ ଜିଉଁ ଥିବା ଲୋକ

ଦୁଃଖ ପାଏ ପ୍ରତିଦିନ

ହିଂସା, ଅତ୍ୟାଚାରେ ଚକ୍ରବ୍ୟୁହ ଫାଶେ

ବଞ୍ଚେ ହୋଇ ହୀନିମାନ ।


ଧର୍ମକୁ ଆଶ୍ରୟ କରେ ବୋଲି ସେହି

ଅଧର୍ମର ହୁଏ ଶତ୍ରୁ

ପ୍ରତି ପଲକରେ ବିପଦର ବ୍ୟାଧି

ତା'ଉପରେ ସାଜେ ଦାଉ


Rate this content
Log in

Similar oriya poem from Abstract