STORYMIRROR

Basanti Pattnaik

Abstract

2  

Basanti Pattnaik

Abstract

ନାରୀ

ନାରୀ

1 min
268


ସ୍ୱତଃ ପ୍ରଶ୍ନ ଉଠେ ବହୁବାର

     ନାରୀ କିଭଳି ଉପାଦାନ ରେ

ଗଢ଼ା? 

      ତା ଭିତରେ ଭରିଛି କିଭଳି

ଅସୀମ ଶକ୍ତି 

      ଦାମ୍ଭିକତା, ସହନଶୀଳତା, ଧର୍ଯ୍ୟର 

                 ଅସୀମ ଗଭୀରତା  

 ତା ଲାସ୍ୟ ବଦନ ରେ ସଦା

ଖେଳୁଥାଏ 

                  ହାସ୍ୟର ଫଲଗୁ ଧାରା 

     ବୈଶାଖ ର ରୁଦ୍ର ତାପ

ଦୋହଲାଇ ଦିଏ ନାହିଁ 

              ତା ଛାତିକୁ 

ଶ୍ରାବଣ ର ଅଶାନ୍ତ

ଧାରା

ବିଚଳିତ 

କରେ ନାହିଁ ତା ପ୍ରାଣକୁ 

ନାରୀ

କିଭଳି

ଉଆପଦା ରେ ଗଢ଼ା??? 

ସୃଷ୍ଟି କରି ସ୍ରଷ୍ଠା

ନିଜକୁ

ଶ୍ରେଷ୍ଠ ମନେକରେ

ଶ୍ରେଷ୍ଠ ଚିତ୍ରକର ହୋଇ ତା ଲାସ୍ୟ ବଦନରେ 

          ଇନ୍ଦ୍ରଧନୁ ର ଛଟା

ଆଙ୍କିପାରେ 

              ନାରୀ କିଭଳି ଉପାଦାନ ରେ 

                     ଗଢ଼ା??????  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract