STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

ନାରୀ

ନାରୀ

1 min
260


ନାରୀ ନୁହେଁ ଏକ କଣ୍ଢେଇ ,

ନାରୀ ନୁହେଁ ମାଟିର ମୂର୍ତ୍ତି ,

କି ନାରୀ ନୁହେଁ କାଗଜର ଚିତ୍ରଟିଏ ...


ତଥାପି କାହିଁକି ବାରମ୍ବାର ତାକୁ ମିଳେ ଧକ୍କା ...?


କାହିଁକି ଭଙ୍ଗା ଯାଏ ତାର କୋମଳ ମନକୁ ....?


କେଉଁଠି ରହିଯାଏ ତାର ଭୁଲ ...?


ଭଲ ପାଇବାରେ 

ଅବା

 ସେବାରେ ...?


ତ୍ୟାଗରେ 

ଅବା

ବଳିଦାନରେ ....?


କାହିଁକି ପ୍ରଶ୍ନ ଉଠେ 

ତା ପ୍ରତିପୋଷଣ ଉପରେ ...?


କାହିଁକି କେହି ବୁଝେନି 

ତାର ବି ଅଛି ମନଟେ ....


ସତରେ କଣ ସମସ୍ତେ 

ଏତେ ନିର୍ଦ୍ଦୟ .........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy