Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Sephali Meher

Abstract

3  

Smruti Sephali Meher

Abstract

ନାରୀ

ନାରୀ

1 min
271



ଜୀବନ ରୂପକ ନାୈକାକୁ

ସଳଖେ ପାରି କରେ 

ଦୁଃଖ ଆସିବା ଆଗରୁ

ଖୁସିରେ ହସିଦିଏ 

ସେ ହେଉଛି ନାରୀ

ଜାୟା,ଜନନୀ, ହାେଇ 

ପାଦ ସହ ପାଦ ମିଶାଇ 

ସହିଯାଏ ଜୀବନର ସବୁ କଷ୍ଟ ।

ସଂଘର୍ଷ କରେ ନାହିଁ ବାେଲି ସିଏ

ପ୍ରତିଥର ଅନ୍ୟର ଖୁସି ପାଇଁ

ନିଜ ଜୀବନକୁ ଜଳାଞ୍ଜଳି ଦିଏ

ଜୀବନର ପଶାଖେଳରେ

ସଂସାର ଭିତରେ ନିଜକୁ ହଜେଇ

ବାଣ୍ଟୁଥାଏ ପ୍ରୀତିର ସମ୍ଭାର ।

ନିଷ୍ଠୁର ହାେଇପାରେ 

ନିଜର ଲାେକମାନଂକୁ 

ଉଚ୍ଚ ପଥରେ ନେବାରେ

କାେଠର ହାେଇପାରେ 

ଅନ୍ୟକୁ ହସାଇବା ପାଇଁ

ସେ ହେଉଛି ନାରୀ

ସଂହାର କାରିଣୀ

ପ୍ରଳୟକାରିଣୀ ।


Rate this content
Log in

Similar oriya poem from Abstract