STORYMIRROR

bebismita kar

Inspirational

2  

bebismita kar

Inspirational

ନାରୀ

ନାରୀ

1 min
86

ସ୍ନେହ ପ୍ରେମର ସାଗର

କରୁଣା ତାର ଅପାର

ସଭିଙ୍କୁ କରେ ନିଜର

ଦୁନିଆ ପଛେ କରୁ ଯେତେ ହତାଦର।

ଫୁଲ ପରି କୋମଳ

ସ୍ୱଚ୍ଛ ଆଉ ନିର୍ମଳ

ତା ପାଇଁ କିଏ ହୁଏ ପାଗଳ

ଆଉ କିଏ ପୁଣି ହୋଇଯାଏ କାଙ୍ଗାଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational