STORYMIRROR

Muna Bhoi

Inspirational Others

3  

Muna Bhoi

Inspirational Others

ନାରୀ

ନାରୀ

1 min
227

 

     ଟିକି ଶବ୍ଦ ଟିଏ

କିନ୍ତୁ ଜୀବନ ପଥେ   

     ଶବ୍ଦ ହୋଇଯାଏ ରୂପାନ୍ତରିତ ।

କେବେ ସେ ମା,

    କେବେ ସେ ଭଗିନି;

କେବେ ସେ ଜାୟା, 

     ଆଉ କେବେ ସେ ଦୁହିତା ।

 ଜୀବନ ପଥେ ପଥିକା ସାଜି

     ଚାଲିଥାଏ ସେ ଚାଲିଥାଏ,  

ମନରେ ଧର୍ଯ୍ୟ ଓ

       ସହଂଶିଲତାର ଗହଣା ବହି।

 ସେଥିପାଇଁ ତ ସେ,

     ପୂଜ୍ୟା ବନ୍ଦିତା ବରେଣ୍ୟା ।।।       

      


Rate this content
Log in

Similar oriya poem from Inspirational