ନାରୀ ପାଇଁ ସମାଜର ନ୍ୟାୟ
ନାରୀ ପାଇଁ ସମାଜର ନ୍ୟାୟ
ଆମେ ମା'ଙ୍କୁ ପ୍ରଣାମ କରୁଛନ୍ତି,
କିନ୍ତୁ ସ୍ତ୍ରୀକୁ ଅପମାନ ଦେଉଛନ୍ତି l
ଆମେ ସ୍ତ୍ରୀକୁ ଭଲ ପାଉଛନ୍ତି,
କିନ୍ତୁ ପ୍ରେମିକାକୁ ଧୋକା ଦେଉଛନ୍ତି ।
ଆମେ ପ୍ରେମିକାକୁ
ସମ୍ମାନ ଦେଉଛନ୍ତି,
କିନ୍ତୁ ଅନ୍ୟ ନାରୀ ଉପରେ
ଖରାପ ଦୃଷ୍ଟି ପକଉଛନ୍ତି ।
ଅନ୍ୟ ନାରୀକୁ ଭଲ ପାଉଛନ୍ତି,
କିନ୍ତୁ ଲଜ୍ୟା ଭୟରେ ତା'ରି
ଚରିତ୍ରକୁ ଆକ୍ଷେପ କରୁଛନ୍ତି ।
ଶେଷରେ ନିଜର ସ୍ବାର୍ଥ ପାଇଁ
ତାକୁ ଧର୍ଷଣ କରୁଛନ୍ତି,
ଆଉ ଭୋକ ମେଣ୍ଟିଗଲେ
ମାରି ଦେଉଛନ୍ତି ।
ବାଃ ବାଃରେ ସମାଜ,
ତୋର ସ୍ବଭାବ ଏତେ କଳୁଷିତ.....।
