STORYMIRROR

kalpana sahoo

Others

2  

kalpana sahoo

Others

( ସ୍ବାଧିନତା ପରର ସରକାର )

( ସ୍ବାଧିନତା ପରର ସରକାର )

1 min
158


  ସୁନ୍ଦର ଦେଶର

      ବିଜୟ ପରେ ବି 

  ଆଜି ଯାଏଁ ରାଜ୍ୟ ପରାଧୀନ,

  ଏ ଆମ ଓଡିଶା 

    ରାଜ୍ୟର ଦୁଃଖ 

      ଘୁଞ୍ଚିବାକୁ କେତେ ଦିନ ? 

  କିଏ ଏଠି ସ୍ୱାଧିନ ?

    କେଉଁଥିରେ ସ୍ୱାଧିନ ?

   ବୁଝିବାକୁ କେହି ଚାହାଁନ୍ତିନି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍