ନାରୀ କବି କୁନ୍ତଳା କୁମାରୀ ସାବତ
ନାରୀ କବି କୁନ୍ତଳା କୁମାରୀ ସାବତ
ନାରୀ କବି ତୁମେ କୁନ୍ତଳା କୁମାରୀ ସାବତ
ତୁମରି ଚରଣେ ମୋର କୋଟି ପ୍ରଣିପାତ ।
ତୁମେ ନାରୀ ଜାତିର ଆଦର୍ଶ ହୋଇଲ
ଅନେକ କାବ୍ୟ କବିତା ତୁମେ ରଚନା କଲ ।
ତୁମ କବିତା ମୁଁ ଯେ ପିଲା ଦିନେ ପଢି ଥିଲି
ଶେଫାଳି ପ୍ରତି କବିତାରେ ତୁମ ସାହିତ୍ୟ କୃତି କୁ ଜାଣି ଥିଲି ।
ତୁମେ ଅନେକ କବିତା ଲେଖି ସାହିତ୍ୟ କୁ ସମୃଦ୍ଧ କଲ
ପ୍ରକୃତି ତୁମେ ଭଲ ପାଇ. କବିତା ଲେଖିଲ ।
ତୁମ ପରି ସ୍ରଷ୍ଟାଙ୍କୁ ପାଇ ଉତ୍କଳ ମାଟି ଧନ୍ୟ ହୋଇଛି
ତୁମରି ଆଶିଷ କୁ ଦିଅ ବିନତି କରୁଛି ।
