STORYMIRROR

Dipti lekha Mishra

Abstract

2  

Dipti lekha Mishra

Abstract

ନାମ ର ଅର୍ଥ

ନାମ ର ଅର୍ଥ

1 min
821

ଯାହାର ଯେପରି ନାମ

ତାହାର ସେମିତି କାମ ନୁହଁ

ତାର ସେମିତି ହୣୣୣୣୣଦୟ ନୁହଁ

ହୁଏତ ସେ କିଛି ବିପରୀତ


ନାମର ଅର୍ଥ ଭଳି ଯଦି

ସମସ୍ତେ ତିଆରି ହୋନ୍ତେ

ଆଜି ଆମେ ଏତେ କାନ୍ଦନ୍ତେନି

ଆମ ଦେଶ ଆଉ ବୁଡନ୍ତାନି


ଭଗବାନଙ୍କ ବରଦାନ ଭାବିଲେ

ହୂଏତ ନାମାର୍ଥ ଭଳି ହେବା

ଆଉ ସଭିଙ୍କର ଆପଣାର ହେବା

ଏ ଦେଶର ଯଶ ଗୌରବ ରଖିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract