Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chikun Panda

Abstract Inspirational Others

3  

Chikun Panda

Abstract Inspirational Others

ନାଲି ରକ୍ତ

ନାଲି ରକ୍ତ

1 min
246


ହେଉ ସେ ମୁସଲିମ କି ହେଉ ହିନ୍ଦୁ

ସଭିଙ୍କ ଶରୀରେ ବହେ ଗୋଟିଏ ରକ୍ତ 

ଜାତି ଧର୍ମ ନିର୍ବିଶେଷେ ନ ଥାଏ ଭେଦଭାବ ।

ଅଛି କାହା ଦେହେ ଶକ୍ତି

ବଦଳାଇଦାବ ରକ୍ତ ର ବର୍ଣ୍ଣ ?

ଈଶ୍ୱର ଭରି ଦେଇଛନ୍ତି

ମାଂସ ପିଣ୍ଡୁଳା ରେ ନାଲି ରକ୍ତ ।

ମୂଢ ମାନବ ଜାତି ନାମେ ରଚେ ନାନାଦି ରକ୍ତପାତ

ରକ୍ତ ର ତ,ନ ଥାଏ ଜାତି ଗୋତ୍ର

ମନୁଷ୍ୟ ର କୋଉଠୁ ଆସିଲା ଜାତିଗୋତ୍ର !

ଗୋଟିଏ ଦେହ,ଗୋଟିଏ ରକ୍ତ

ପୁଣି ଏତେ ଭେଦଭାବ ।

ଆସ , ଆଜିଠୁ ସମସ୍ତେ ଭୁଲିଯିବା

ଜାତି,କୁ ନେଇ ମିଛ ଗାରିମା। 

            


Rate this content
Log in

Similar oriya poem from Abstract